50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ
ମୋହନା : ମୋହନା ପୋଲିସକୁ ମିଳିଲା ବଡ ସଫଳତା । ପିଆଜ ଟ୍ରକରୁ ଜବତ କଲା ଲକ୍ଷାଧିକ ଟଙ୍କାର ଗଂଜେଇ । ଗଞ୍ଜେଈର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ । ଗଂଜେଇ ସମେତ 2 ଜଣକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ଜୁଲାଇ 31 ତାରିଖ ଦିନ ଦିପହର ଏଏସପିଙ୍କର ନିର୍ଦ୍ଦେଶ କ୍ରମେ ତଥା ଏସଡ଼ିପିଓ ଆର ଉଦୟଗିରୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଜେ ମୋହନା ଥାନା ଅଧିକାରୀ ସୁଜିତ କୁମାର […]
Continue Reading