ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା; ପୁଣି ୧୨୬୪ ନୂଆ ମାମଲା ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୭ ଜିଲ୍ଲାରୁ ଆଉ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ୮୬ ମହିଳା । ସେ ପୁର୍ବାରୁ ମଧୁମେହ ରୋଗରେ ପୀଡିତ […]
Continue Reading