Who took the cricket passes?

କିଏ ନେଇଗଲା କ୍ରିକେଟ ପାସ, ମନ୍ତ୍ରୀଙ୍କ ଲୋକ କହିଲେ ୮ ଟା ମିଳିଥିଲା, ତଳିଆ କର୍ମୀ କହିଲେ ମନ୍ତ୍ରୀ ଟିକେଟ ଫେରେଇ ଦେଲେ!

ଭୁବନେଶ୍ୱର: ଜଗି ଥାରେ ଜଗୁଆ ସବୁ ଖାଇଗଲା ଭଗିଆ। ଏହି କଥାଟି ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚେ। କିନ୍ତୁ ଏହା କହିବାର କାରଣ ଅଛି। ଅନେକ ଦିନ ପୂର୍ବରୁ କଟକ ବାରବାଟି ଷ୍ଟାଡିୟମରେ କ୍ରିକେଟ ଖେଳ ହେବ ବୋଲି ଚର୍ଚ୍ଚା ଆଲୋଚନା ହେଲା। ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା କହିଲେ ନସରେ। ରାଜ୍ୟରେ ଖେଳ ହେବ ମାନେ ସବୁ ଖୁସ। ଆଉ ଦିନ ପରେ ଦିନ ମାସ ପରେ ମାସ ଗଡି ଚାଲିଲା। ଶେଷରେ ଆସି ଡିସେମ୍ବର […]

Continue Reading