ପରଲୋକରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ, କ୍ରୀଡା ଜଗତରେ ଶୋକାକୁଳ ପରିବେଶ… ଅନେକ ରେକର୍ଡ ତାଙ୍କ ନାଁରେ
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ପ୍ରଥମ ବିଶ୍ୱକପ ବିଜେତା ଦଳର କୋଚ୍ ବବ୍ ସିମ୍ପସନ୍ଙ୍କ ମୃତ୍ୟୁ ଖବର ସମଗ୍ର କ୍ରୀଡ଼ା ଜଗତକୁ ଶୋକାକୁଳ କରିଛି। ବବ୍ ସିମ୍ପସନ୍ ଜଣେ ମହାନ କ୍ରିକେଟର ତଥା ଅଷ୍ଟ୍ରେଲିୟ କ୍ରିକେଟରେ ଏକ ଅମୂଲ୍ୟ ରତ୍ନ ଥିଲେ। ତାଙ୍କର ଅବଦାନ ଏବଂ ନେତୃତ୍ୱ ଅଷ୍ଟ୍ରେଲିୟ କ୍ରିକେଟକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା। ବବ୍ ସିମ୍ପସନ୍, ଯାହାଙ୍କ ପୂରା ନାମ ରୋବର୍ଟ ବାଡମିଣ୍ଟନ୍ ସିମ୍ପସନ୍, ୧୯୩୬ ମସିହା ଫେବୃଆରୀ ୩ ତାରିଖରେ ନିଉ ସାଉଥ୍ […]
Continue Reading
