‘ଦି କାଶ୍ମୀର ଫାଇଲ୍ସ’ ପରେ ‘ଦି ବେଙ୍ଗଲ ଫାଇଲ୍ସ’ : ଆରମ୍ଭ ହେଲା ନୂଆ ବିବାଦ
‘ଦି କାଶ୍ମୀର ଫାଇଲ୍ସ’ ପରେ ଏବେ ‘ଦି ବେଙ୍ଗଲ ଫାଇଲ୍ସ’ ।ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଯାହା ଆସିବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଫିଲ୍ମର କାହାଣୀ ବଙ୍ଗଳା ବିଭାଜନ ଘଟଣା ଉପରେ ଆଧାରିତ, ଯେଉଁଥିରେ ହିନ୍ଦୁମାନଙ୍କ ନରସଂହାରକୁ ବଡ଼ ପରଦାରେ ଉପସ୍ଥାପନ କରାଯାଇଛି ଫିଲ୍ମର ଟ୍ରେଲରରେ ଅନୁପମ ଖେର, ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ମିଥୁନ ଚକ୍ରବର୍ତୀ, ପଲ୍ଲବୀ ଯୋଶୀ ଏବଂ ଦର୍ଶନ କୁମାର ପରି କଳାକାର ବି ଫିଲ୍ମରେ […]
Continue Reading
