ଆସୁଛି ଯୋଗୀଙ୍କ ଫିଲ୍ମ: ବମ୍ବେ ହାଇକୋର୍ଟରୁ ମିଳିଲା ଗ୍ରୀନ ସିଗନାଲ୍

ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ ଫିଲ୍ମ ନିର୍ମାତାଙ୍କୁ ଆଶ୍ୱସ୍ତି । ରିଲିଜ ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ’ ।ସୋମବାର ବମ୍ବେ ହାଇକୋର୍ଟ ଫିଲ୍ମର ରିଲିଜକୁ ମଞ୍ଜୁରୀ ଦେଇଛନ୍ତି ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)ର ଚଳଚ୍ଚିତ୍ରକୁ ପ୍ରମାଣପତ୍ର ପ୍ରଦାନ କରିବାକୁ ମନା କରିବାର ନିଷ୍ପତ୍ତିକୁ ଖାରଜ କରିଛନ୍ତି । ଚଳଚ୍ଚିତ୍ର ନେଇ ନିର୍ମାତାମାନଙ୍କ ତରଫରୁ ସେନ୍ସର ବୋର୍ଡ ଉପରେ ଅଭିଯୋଗ ଲଗାଯାଇଥିଲା ଏବଂ […]

Continue Reading