ଘରେ ଲାଉ ଅଛି କି: ତିଆରି କରି ପିଅନ୍ତୁ ଜୁସ… ମିଳିବ ଅନେକ ସମସ୍ୟାରୁ ମୁକ୍ତି , ଓଜନ ବି କମିବ

ଲାଉ ଶରୀର ପାଇଁ ବହୁତ ଉପକାରୀ।ଆପଣ ମାନେ ଲାଉକୁ ସାଧାରଣତଃ ଖାଦ୍ୟରେ ବ୍ୟବହାର କରିଥାନ୍ତି। ଏହା ସହିତ ଲାଉରେ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଲାଉରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଥିବାରୁ ଶରୀରକୁ ସୁସ୍ଥ ରଖିଥାଏ। ଲାଉ ଜୁସ ଫାଇବରରେ ପରିପୂର୍ଣ୍ଣ ଏବଂ ଏଥିରେ କ୍ୟାଲୋରୀ ବହୁତ କମ୍ ଥାଏ । ଏହା ଶରୀରକୁ ଡିଟକ୍ସ କରେ ଏବଂ ଭୋକକୁ ନିୟନ୍ତ୍ରଣ କରେ, ଯାହା ଫଳରେ ଓଜନ ନିୟନ୍ତ୍ରଣରେ ରହେ। ଯେଉଁମାନଙ୍କୁ […]

Continue Reading