ବକ୍ସଅଫିସରେ ବିଗ୍ ଫାଇଟ୍: କୁଲି ନା ୱାର ୨ କିଏ ମାରିବ ବାଜି?
ଅଗଷ୍ଟ ୧୪ରେ ପରଦାକୁ ଆସିବ କୁଲି ଓ ୱାର ୨ । ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କୁଲି’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଲୋକେଶ କନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ରହିଛି । କୁହାଯାଉଛି ଯେ ଏଥିରେ ରଜନୀକାନ୍ତ ତାଙ୍କ ଫ୍ୟାନସଙ୍କୁ ବଡ଼ ସରପ୍ରାଇଜ ଦେବେ। କୁଲି’ରେ ରଜନୀକାନ୍ତଙ୍କ ସହ ଶ୍ରୁତି ହାସନ ଓ ନାଗାର୍ଜୁନ […]
Continue Reading
