ରଜନୀକାନ୍ତ ପାଗଳ କରୁଛନ୍ତି ଫ୍ୟାନସଙ୍କୁ! ହଜାର ହଜାର ଟଙ୍କାରେ ବିକ୍ରି ହେଲା ଟିକେଟ
ଚେନ୍ନାଇର ରୋହିଣୀ ସିନେମା ହଲ ବାହାରେ ଦୃଶ୍ୟ କୌଣସି ପର୍ବପର୍ବାଣୀରୁ କମ୍ ନଥିଲା। ୧୪ ଅଗଷ୍ଟ ୨୦୨୫ରେ ମୁକ୍ତିଲାଭ କରୁଥିବା ଫିଲ୍ମ “କୁଲି”ର ପ୍ରଥମ ଦିନର ପ୍ରଥମ ଶୋ’ (FDFS) ଟିକେଟ୍ ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଟିକେଟ୍ ମୂଲ୍ୟ ୪୫୦୦ ଟଙ୍କା ଥିଲା, ଯାହା ହେଲିକପ୍ଟରରୁ ଫୁଲ ବର୍ଷା ଉତ୍ସବ ପାଇଁ ନିର୍ଦ୍ଧାରିତ ହୋଇଥିଲା। କଲିଉଡ଼ରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଏଭଳି ଏକ ଭବ୍ୟ ଉତ୍ସବ ଦେଖାଯାଇଥିଲା। ପ୍ରଶଂସକଙ୍କ ଉତ୍ସାହପୂର୍ଣ୍ଣ ଭିଡ଼ ରାସ୍ତାକୁ […]
Continue Reading
