ଘୋର କଳିଯୁଗ: ମାଆକୁ ଦୁଷ୍କର୍ମ କଲା ପୁଅ!
ଜଣେ ୩୯ବର୍ଷୀୟ ଯୁବକ ତାଙ୍କ ନିଜ ମାଆଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଝିଅଙ୍କ ସହିତ ସାଉଦି ଆରବରୁ ତୀର୍ଥଯାତ୍ରାରୁ ଫେରିବା ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୀଡିତା ତାଙ୍କ ୨୫ ବର୍ଷୀୟ ଝିଅ ସହିତ ହୌଜ କାଜି ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପୁଅ ବିରୋଧରେ ଆକ୍ରମଣ ଏବଂ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି ଯେ […]
Continue Reading
