ଆନନ୍ଦ ବଜାର ଭିତରେ ଖୋଲାଯିବ ପୋଲିସର ଏକ ପୋଷ୍ଟ , ସାବାଡ ହେବେ ଅମାନିଆ
ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି ଶୁକ୍ରବାର ଶ୍ରୀମନ୍ଦିର ଥାନାରେ ଅଟକ ରହିଥିବା ବ୍ୟକ୍ତି ଜଣକ ହେଲେ ଉତ୍ତରପ୍ରଦେଶ ଆଜମଗଡର ମନୋଜ ସିଂ। ସେ ଜଣେ ସାଧାରଣ ସେବକ ବେଶରେ ଆସିଥିଲେ, ପଶ୍ଚିମଦ୍ବାର ସମ୍ମୁଖସ୍ଥ ନୃସିଂହ ମନ୍ଦିର ଦେଇ ଉପରକୁ ଚଢିଥିଲେ। ଏହା ଦେଖି ଶ୍ରୀମନ୍ଦିର […]
Continue Reading
