ଛାଡପତ୍ର ପରେ ମୁଁହ ଖୋଲିଲେ ଧନଶ୍ରୀ: କହିଲେ ସେଦିନ ମୁଁ ଗୋଟା ଥରୁଥିଲି
ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ ଧନଶ୍ରୀ ମୁହଁ ଖୋଲିଛନ୍ତି। କହିଛନ୍ତି ଯେ ଯେତେବେଳେ ସେମାନଙ୍କ ଛାଡପତ୍ରର ନିଷ୍ପତ୍ତି ଘୋଷଣା କରାଯାଉଥିଲା, ସେ କାନ୍ଦୁଥିଲେ ଏବଂ ଥରୁଥିଲେ। ସେହିପରି ଧନଶ୍ରୀ, ଚହଲଙ୍କ `ସୁଗାର ଡାଡି’ ଟି-ସାର୍ଟ ଉପରେ ମଧ୍ୟ ନୀରବତା ଭାଙ୍ଗିଛନ୍ତି। ଏକ ସାକ୍ଷାତକାରରେ ଛାଡପତ୍ର ଦିନକୁ ନେଇ ସେ କହିଛନ୍ତି, “ମୋର ଏବେ ବି ମନେ ଅଛି, ଯେତେବେଳେ ଶୁଣାଣି ଚାଲିଥିଲା, ମୁଁ ଠିଆ ହୋଇ ରହିଥିଲି । ଯଦିଓ ଆମେ ମାନସିକ […]
Continue Reading
