ଆଉ ତ୍ରାହି ନାହିଁ ଏଥର ବନ୍ଧାହେବେ ପ୍ରୋଫେସର ମ୍ୟାଡ଼ାମ!
କଟକ: କଟକ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲିଆତି କରିବା ପଡ଼ିଲା ମହଙ୍ଗା। ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରୋଫେସର ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ। ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ସହକାରୀ ପ୍ରାଧ୍ୟାପିକ ବିଜୟଲକ୍ଷ୍ମୀ ଦାଶ କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରିଥିଲେ। ଏହି ମାମାଲରେ ବିଜୟଲକ୍ଷ୍ମୀ ଦାଶଙ୍କ ବିରୋଧରେ ୩୧୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଲାଲବାଗ ପୋଲିସ। କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି ମାମଲାରେ ନିଜେ ଜିଲ୍ଲାପାଳ ଗତ ତା ୧୧.୧୨.୨୦୨୪ […]
Continue Reading
