ଡ୍ରିମ୍ ୧୧ ହଟିବା ପରେ ଏବେ କିଏ ହେବ ଟିମ୍ ଇଣ୍ଡିଆର ପ୍ରାୟୋଜକ?
ଦେଶରେ ଅନଲାଇନ୍ ଗେମିଂ ଆଇନ ଲାଗୁ ହେବା ପରେ, ଫ୍ୟାଣ୍ଟାସି ଗେମିଂ କମ୍ପାନି ଡ୍ରିମ-୧୧ ଏହାର ଅନଲାଇନ୍ ବ୍ୟବସାୟ ବନ୍ଦ କରିଦେଇଛି। ବିସିସିଆଇର ବଡ଼ ନିଷ୍ପତ୍ତି । ଏସିଆ କପ୍ ପୂର୍ବରୁ ଏହାର ସବୁଠାରୁ ବଡ଼ ସ୍ପୋନ୍ସର ଅନଲାଇନ୍ ଗେମିଂ ଆପ୍ – ଡ୍ରିମ୍ ଇଲେଭେନ୍ ସହ ସବୁ ପ୍ରକାର ଚୁକ୍ତି ବାତିଲ୍ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) । ଭାରତ ସରକାରଙ୍କ ଅନଲାଇନ୍ ଗେମିଂ ନିୟମାବଳୀ ଓ ନିଷେଧ […]
Continue Reading
