ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡ଼ା ବିଜେପି ପାର୍ଥି, ପଦ୍ମ ଫୁଟିବ ବୋଲି ବଢିଲା ଆଶା

ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେପି ଆଜି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ମୈଦାନକୁ ଓହ୍ଲାଇଛି। ଜଣେ ଶୃଙ୍ଖଳିତ ସମର୍ପିତ କାର୍ଯ୍ୟକର୍ତ୍ତା, କୁଶଳ ରଣନୀତିଜ୍ଞ, ଉତ୍ତମ ପ୍ରବନ୍ଧକ, ମେଳାପି ଏବଂ ପରୋପକାରୀ, ଉତ୍କୃଷ୍ଟ ସଂଗଠନକର୍ତ୍ତା, ନୂଆ କୌଶଳ ଏବଂ ନବବିଚାରର ଅଦ୍ୱିତୀୟ ବ୍ୟକ୍ତିତ୍ୱ ଭାବରେ ଶ୍ରୀ ତ୍ରିପାଠୀ ନିଜର ସ୍ୱତନ୍ତ୍ର […]

Continue Reading

ଦଳ ପ୍ରେମରେ ଚମ୍ପୁଆ କଲେଜ ପ୍ରିନ୍ସପାଲ, ଚାକିରି ଭୟରେ ଭୁଲିଗଲେ ଚେୟାର ମର୍ଯ୍ୟାଦା!

ଚମ୍ପୁଆ : ବିଜେଡି ପତାକାରେ ଚମ୍ପୁଆ କଲେଜର ବଡ଼ବାବୁ। ଆପଣ ଦେଖୁଥିବା ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆର ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ଜେନା ମହୋଦୟ । ମହାଶୟଙ୍କ ଏ ଫୋଟ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ବାବୁ ବୋଧହୁଏ ଭୁଲି ଯାଇଛନ୍ତି ନିଜର କର୍ତ୍ତବ୍ୟ। ଜଣେ ସରକାରୀ କଲେଜରେ ବଡ ପଦ ପାଇ ବାବୁ ନିଜକୁ ବଡ ମଣୁଛନ୍ତି। କେଉଁଟି କେତେବେଳେ ଫୋଟ ଉଠାଇବେ ବାବୁ ଜାଣି […]

Continue Reading