ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା
ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସମ୍ପ୍ରତି ବହୁ ଚର୍ଚ୍ଚା ହେଉଛି । ଗତ ୧୭ ଅଗଷ୍ଟ ୨୦୨୫ରେ ଡିହାଇଡ୍ରେସନ ଯୋଗୁଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତାଙ୍କର ସୁସ୍ଥତା ନେଇ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଗଷ୍ଟ ୨୫, ୨୦୨୫ରେ ନବୀନ ନିବାସ ଯାଇ ତାଙ୍କୁ ଭେଟିଥିଲେ। ଏହି ଭେଟରେ ରାଜ୍ୟପାଳ […]
Continue Reading
