ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼

ପ୍ରସିଦ୍ଧ ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଅପରାଧୀମାନେ ଏକାଧିକ ରାଉଣ୍ଡ ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘରେ ହୋଇଛି। ଘଟଣାର ସୂଚନା ମିଳିବା ମାତ୍ରେ ଗୁରୁଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ, ଯୁଟ୍ୟୁବରଙ୍କ ଘରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଘଟଣାଟି ସକାଳ ୫ ରୁ ୬ ମଧ୍ୟରେ ଘଟିଛି। ଯେତେବେଳେ ଏଲଭିଶଙ୍କ ଘରେ ଗୁଳିଚାଳନା ହେଉଥିଲା, ସେତେବେଳେ ଏଲଭିଶ ଘରେ […]

Continue Reading