ଵିଵାହ କଲେ ଆପଣଙ୍କ ଗୋପି ବୋହୂ : କାହିଁକି କଲେ ଏମିତି ଵିଵାହ
ସାଥ୍ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ ବିବାହ କରିଛନ୍ତି । ବନ୍ଧୁ ବରୁଣ ଜୈନଙ୍କୁ ବିବାହ କରିଛନ୍ତି । ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହ ଘୋଷଣା କରିଥିଲେ । ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜିୟା ଲେଖିଛନ୍ତି ଆମେ ଏକାଠି ଭଗବାନ ଏବଂ ଗୁରୁଙ୍କ କୃପା ଏବଂ ପ୍ରେମରେ, ଆମେ ସବୁଦିନ ପାଇଁ ଏକାଠି ହୋଇଛୁ । ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି […]
Continue Reading
