ଟ୍ରମ୍ପ ବଢ଼ାଇଦେଲେ ସୁନା ଦର: ଚିନ୍ତାରେ ଗ୍ରାହକ ଓ ଦୋକାନୀ
ବଢୁଛି ସୁନା ଦର। ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ହୁ ହୁ ହୋଇ ବଢୁଛି ସୁନା ଦର । ରକେଟ ଭଳି ଉପର ମୁଁହା ହୋଇଛି। ଚିନ୍ତାରେ ଗ୍ରାହକ। ଇଛା ଅଛି ସୁନା କିଣିବାକୁ କିନ୍ତୁ ପକେଟରେ ଟଙ୍କା ନାହିଁ। ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ପରେ ରେକର୍ଡର ବନ୍ଧବାଡ ଭାଙ୍ଗିଛି ସୁନା ଦର । ରବିବାର ଦିନ ଘରୋଇ ବଜାରରେ ସୁନା ଦର ଆକାଶ ଛୁଇଁଛି। ଦିଲ୍ଲୀରେ ୧୦ ଗ୍ରାମ […]
Continue Reading
