ଆଉ ଜେଲ୍ରୁ ଚାଲିପାରିବନି ସରକାର, ଜେଲ୍ ଗଲେ ଯିବ ପଦ
ସଂଗୀନ ଅପରାଧରେ ଗିରଫ ହେଉଥିବା ଜନପ୍ରତିନିଧିଙ୍କ ବିରୋଧରେ ଆଜି ବଡ଼ ବିଲ୍ ଆଣିଛନ୍ତି ମୋଦି ସରକାର । ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସେ ଓ ସେ ଗିରଫ ହୁଅନ୍ତି, ତାହେଲେ ନିଆଯିବ କଡ଼ା ଆକ୍ସନ । କୌଣସି ସଂଗୀନ ଅପରାଧିକ ମାମଲାରେ ଲଗାତାର ୩୦ ଦିନ ଧରି କଷ୍ଟଡି ବା ହାଜତରେ ରହିଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଅନ୍ୟଥା ୩୧ତମ ଦିନରେ ଆପେ ଆପେ ପଦ ହରାଇବାକୁ ପଡ଼ିବ। ଦେଶର […]
Continue Reading
