ବିଟ ଖାଆନ୍ତୁ: ଲାଭ ଏତେ ମିଳିବ ହିସାବ କରି ପାରିବେ ନାହିଁ

ଅନେକ ଲୋକ ବିଟକୁ ସାଲାଡ ରୂପେ ଖାଇଥାନ୍ତି। ବିଟର ଜୁସ ପିଇବା ଆମ ଶରୀର ପାଇଁ ଲାଭଦାୟକ। ଏଥିରେ ଅଧିକ ପରିମାଣରେ ଭିଟାମିନ,ମିନେରାଲ୍ସ,ଆଇରନ ଓ କ୍ୟାଲସିୟମ ରହିଛି। ଆସନ୍ତୁ ଜାଣିବା ବିଟ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଅଟେ। ରୋଗ ପ୍ରତିରୋଧକ ଶକ୍ତି ବିଟର ଜୁସ ଶରୀରରେ ପ୍ଲାଜମା ନାଇଟ୍ରେଟର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ।ଯାହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାସହ ମଣିଷ ଶରୀରରେ ରକ୍ତ ସଞ୍ଚାଳନ ଠିକ ହୋଇଥାଏ। ବିଟ ସ୍ମରଣ ଶକ୍ତି […]

Continue Reading