ସକାଳ ଜଳଖିଆରେ କଣ ଖାଇବେ: ଏହି ସବୁ ଖାଦ୍ୟ ଖାଆନ୍ତୁ ଅନେକ ରୋଗରୁ ଦୂରରେ ରୁହନ୍ତୁ

ସୁସ୍ଥ ରହିବାର ପ୍ରଥମ ପାହାଚ ସକାଳ ଜଲଖିଆ ଦିନର ପ୍ରଥମ ଖାଦ୍ୟ ଭାବେ ଗଣାଯାଏ ଏବଂ ଏହା ଆମ ସ୍ୱାସ୍ଥ୍ୟ ଓ ଶକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସୁସ୍ଥ ଓ ସନ୍ତୁଳିତ ସକାଳ ଜଲଖିଆ  ଖାଇବା ଦ୍ୱାରା ଶରୀରରେ ଦିନସାରା ଶକ୍ତି ଯୋଗାଇବା ସହ ମନ ଓ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ସକାଳ ଜଲଖିଆରେ ପୁଷ୍ଟିକର ଖାଦ୍ୟ ସାମିଲ ହେବା ଆବଶ୍ୟକ, ଯାହା କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ଓ ଖଣିଜ ପଦାର୍ଥର […]

Continue Reading