ହରୋର୍ ମୁଭି ଭେଟି ଦିଏ ଚକ୍ଷୁ ସମସ୍ୟା
ସାଧାରଣ ଭାବରେ ଚଳଚ୍ଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଅନେକ ହରୋର୍ ମୁଭି ଦେଖିବାକୁ ଭଲ ପାଆନ୍ତି । ଅନ୍ୟ ଅର୍ଥରେ କହିଲେ ଚଳଚ୍ଚିତ୍ର ହେଉଛି ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । କିନ୍ତୁ ଲଗାତର ଭାବରେ ଏହାର ଅଭ୍ୟାସ ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏକ ଅନୁଧ୍ୟାନ ଅନୁସାରେ ଜଣାପଡିଛି ଯେ ଆମମାନଙ୍କ ମଧ୍ୟରୁ ୯ ପ୍ରତିଶତ ଲୋକ ହରର୍ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଭୟ ଲାଗିଲେ ବି […]
Continue Reading