ଅଗ୍ନି ୫ର ସଫଳ ପରୀକ୍ଷଣ: ଥରହର ହେବେ ଶତ୍ରୁ

ଧାମରା ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ ପରୀକ୍ଷଣ ହୋଇଛି, କ୍ଷେପଣାସ୍ତ୍ର ଅଗ୍ନି-୫। ଏହା ହେଉଛି ହେଉଛି ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଏକ ସ୍ଥଳଭିତ୍ତିକ ପରମାଣୁ MIRV- ସକ୍ଷମ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହି ପରୀକ୍ଷଣ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ କରାଯାଇଥିଲା। ଏହି ପରୀକ୍ଷଣ କ୍ଷେପଣାସ୍ତ୍ରର କାର୍ଯ୍ୟକ୍ଷମତା ଏବଂ ବୈଷୟିକ ପାରାମିଟରଗୁଡ଼ିକୁ ନିଶ୍ଚିତ କରିଥିଲା। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପ୍ରତିରକ୍ଷା […]

Continue Reading