ସାବଧାନ! ବୁଲା କୁକୁରଙ୍କୁ ଦେଇପାରିବେନି ବାହାରେ ଖାଇବା, ନମାନିଲେ କଡ଼ା ଦଣ୍ଡ
ବୁଲା କୁକୁରଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍ । ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନିର୍ଦ୍ଦେଶ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍ରେ ରଖିବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ କହିଛନ୍ତି, କୁକୁରଙ୍କୁ ପ୍ରଥମେ ବନ୍ଧ୍ୟାକରଣ କରାଯାଇ ପରେ ମୁକ୍ତ ଭାବରେ ଛଡାଯିବା ଉଚିତ୍। ଆଶ୍ରୟ ଘରେ ଥିବା କୁକୁରଙ୍କୁ ଇଞ୍ଜେକ୍ସନ୍ ଦେବା ପରେ ସେମାନଙ୍କୁ ମଧ୍ୟ ଛଡାଯିବ। କୁକୁରଙ୍କୁ ଉଦ୍ଧାରକାରୀ ଟିମ୍ଙ୍କ […]
Continue Reading
