ଗାଜାକୁ ପୁରା କବଜା କରିବ ଇସ୍ରାଏଲ, ହୋଇପାରେ ମୃତ୍ୟୁର ତାଣ୍ଡବ

ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ବେଶୀ। ଇସ୍ରାଏଲ ଫୋର୍ସ ନିରନ୍ତର ଗାଜା ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ନିରୀହ ଲୋକମାନେ ମଧ୍ୟ ମରୁଛନ୍ତି। ଏବେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଏକ ବଡ଼ ଓ ବିପଜ୍ଜନକ ନିଷ୍ପତ୍ତି ନେଇଛି, ଯେଉଁଥିରେ ଗାଜା ସିଟିକୁ ଅଧିକାର କରିବାର ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ପଦକ୍ଷେପକୁ ବିନାଶକାରୀ ବୋଲି ବିବେଚନା କରାଯାଉଛି, […]

Continue Reading