ପରଲୋକରେ ପଞ୍ଜାବର ଲୋକପ୍ରିୟ ହାସ୍ୟ ଅଭିନେତା

ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଡକ୍ଟର ଜସବିନ୍ଦର ଭଲ୍ଲାଙ୍କ ପରଲୋକ ହୋଇଛି। ଶୁକ୍ରବାର ସକାଳେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସମଗ୍ର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଶନିବାର ଦିନ ୧୨ଟାରେ ମୋହାଲି ନିକଟସ୍ଥ ବାଲୋଙ୍ଗି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରିପୋର୍ଟ ଅନୁଯାୟୀ, ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର […]

Continue Reading