ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା, କାହିଁକି ଜାଣନ୍ତୁ ଏହି ରିପୋର୍ଟରେ
ଏବେ କପିଲ ଶର୍ମାଙ୍କ ସମୟ ଭଲ ଚାଲିନଥିବା ବଲିଉଡରେ ଚର୍ଚ୍ଚା ହେଉଛି। କାରଣ ୪୦ ଦିନ ଭିତରେ ତାଙ୍କର କାନାଡା ସ୍ଥିତ କାଫେ ଉପରେ ଦୁଇଥର ଗୁଳିମାଡ଼ ହେଇଛି। ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା ଖୋଲାଖୋଲି ଧମକ ଆଉ ଗୁଳିମାଡ଼ । କାନାଡାରେ ଥିବା କାଫେ ଉପରେ ଗୁଳିମାଡ଼ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି । କେବଳ ସେତିକି ନୁହେଁ ଆକ୍ରମଣ ପଛରେ କପିଲଙ୍କ ସଲମାନ ଖାନଙ୍କ ସହ ବନ୍ଧୁତା ବୋଲି […]
Continue Reading
