ଆଗାମୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଆସନ୍ତାକାଲି ପ୍ରବଳରୁ ପ୍ରବଳ ବର୍ଷା

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ରପତ୍ତନ ଠାରୁ ୧.୫ ଏବଂ ୫.୮କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ, ଆଗାମୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ବହିବା ନେଇ ପାଣିପାଗ ବିଭାଗ ଆଗାମୀ ୫ ଦିନ ପାଇଁ ଚେତାବନୀ ଜାରି […]

Continue Reading