ଗର୍ଭବତୀ ପତ୍ନୀକୁ ମାରିଲା, ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା… ତା ପରେ ନଦୀରେ ଫିଙ୍ଗିଲା

ହାଇଦ୍ରାବାଦର ମେଡିପାଲିରେ ଏକ ଲୋମହର୍ଷଣକାରୀ  ଘଟଣା ସାମ୍ନାକୁ ଆସିଛି। ଯାହା ମାନବତାକୁ ଲଜ୍ଜିତ କରିଛି। ୨୭ ବର୍ଷୀୟ ସମଲା ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୧ ବର୍ଷୀୟ ଗର୍ଭବତୀ ପତ୍ନୀ ବି.ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ। ବିକାରବାଦ ଜିଲ୍ଲାର ୨୭ ବର୍ଷୀୟ ମହେନ୍ଦ୍ର ରେଡ୍ଡୀ ଓ ୨୧ ବର୍ଷୀୟ ସ୍ୱାତୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ୨୦୨୪ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। […]

Continue Reading