ବାଜା ବାଣ ଫୁଟିଲା ବାହାଘର ହେଲା ହେଲେ ଚତୁର୍ଥୀ ଅନ୍ୟଜଣେ କଲା

ଡିଜେ ବାଜିଲା ଧୂଆଁ ଧୂଳି ଉଡେଇ ଧୁମ୍ ଧାମରେ ବାହାଘର ସରିଲା। ପରିବାର ସହ ଭୋଜିଭାତ ବି ବେଶ୍ ଜମିଲା। ଠିକ୍ ପରଦିନ ହନିମୁନ୍ ପାଇଁ ପ୍ଲାନ୍ ଚାଲିଥିଲା। ସ୍ଥାନ ବି ଠିକ୍ ହେଲା। ମାତ୍ର ତା ପୂର୍ବରୁ ସବୁ ଏପରି ହେଲା କେହି ବିଶ୍ବାସ କରି ପାରିଲେ ନାହିଁ। ଚତୁର୍ଥୀ ଦିନ ନିଜ ସ୍ତ୍ରୀ ଶୋଇଛି ଅନ୍ୟ ଏକ ପୁରୁଷ ସହ। ତାଙ୍କ ଭିତରେ ଏପରି କିଛି ଚାଲିଛି ଯାହା ଦେଖିବା ଯୋଗ୍ୟ ନଥିଲା। ଇନ୍ଦୋର ସହରରେ ଘଟିଛି ଏପରି ଏକ ଘଟଣା । ଦୁହ୍ଲନ ଓ ତାଙ୍କ ଗ୍ୟାଙ୍ଗର ଲୋକ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି ।

Continue Reading
Annie Sprinkle and Beth Stephens married the Earth in 2008

ପ୍ରେମ ପାଇଁ ଗଛ ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା

ପ୍ରେମ, ଏପରି ଏକ ଶବ୍ଦ ଯାହା ବିଶ୍ଵାସର ଅନ୍ୟ ଏକ ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରେମ ପାଇଁ କିଏ ନଦୀ ଡେଇଁ ଯାଏ ଆଉ କିଏ ପାହାଡ ପାର ହେଇଯାଏ। ପ୍ରେମରେ ପଡିଲେ କଣ ଠିକ୍ କଣ ଭୁଲ୍ ତାହା ଜଣା ପଡେ ନାହିଁ। ପ୍ରେମ ଥରେ ହେଲେ ତାହା ଲୁଚି ରୁହେ ନାହିଁ। ଯାହା ସହ ଥରେ ପ୍ରେମ ହୁଏ ସେ ଦୁନିଆର ସବୁଠାରୁ ସୁନ୍ଦର ଲାଗେ। ଏପରି ଏକ ପ୍ରେମରେ ପଡ଼ିଛନ୍ତି ଆମେରିକାର ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ । ୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।

Continue Reading