ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ
ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ
Continue Readingସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ
Continue Readingପ୍ରେମ, ଏପରି ଏକ ଶବ୍ଦ ଯାହା ବିଶ୍ଵାସର ଅନ୍ୟ ଏକ ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରେମ ପାଇଁ କିଏ ନଦୀ ଡେଇଁ ଯାଏ ଆଉ କିଏ ପାହାଡ ପାର ହେଇଯାଏ। ପ୍ରେମରେ ପଡିଲେ କଣ ଠିକ୍ କଣ ଭୁଲ୍ ତାହା ଜଣା ପଡେ ନାହିଁ। ପ୍ରେମ ଥରେ ହେଲେ ତାହା ଲୁଚି ରୁହେ ନାହିଁ। ଯାହା ସହ ଥରେ ପ୍ରେମ ହୁଏ ସେ ଦୁନିଆର ସବୁଠାରୁ ସୁନ୍ଦର ଲାଗେ। ଏପରି ଏକ ପ୍ରେମରେ ପଡ଼ିଛନ୍ତି ଆମେରିକାର ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ । ୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।
Continue Reading