ଭାରତକୁ ସୁରକ୍ଷା ଦେବ ସୁଦର୍ଶନ ଚକ୍ର, ଶତ୍ରୁ ଦେଶଙ୍କୁ ଦେଖାଇବ ସେମାନଙ୍କ ଅକାତ୍
ଥରହର ହେବ ପାକିସ୍ତାନ। ଭାରତ ଦେବ ଶତ୍ରୁକୁ ମୁହଁ ତୋଡ ଜବାବ। ଯିଏ ବି ଭାରତ ଉପରେ ଆଟାକ୍ କରିବ ସେ ଧୂଳିସାତ ହେବ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ‘ସୁଦର୍ଶନ ଚକ୍ର’ ମିଶନର ବଡ଼ ଘୋଷଣା । ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ‘ସୁଦର୍ଶନ ଚକ୍ର’ ମିଶନ ଆରମ୍ଭ କରିବ। ‘ସୁଦର୍ଶନ ଚକ୍ର’ ହେଉଛି ଏକ ଶକ୍ତିଶାଳୀ ଅସ୍ତ୍ର ବ୍ୟବସ୍ଥା, ଯାହା ଦେଶର ରକ୍ଷା କବଚ ଭାବେ କାମ କରିବ ।ଏହା କେବଳ ଗୁରୁତ୍ୱପୂର୍ଣ୍ଣ […]
Continue Reading
