ଶାଶୂଙ୍କୁ ୨୦ଖଣ୍ଡ କରି କାଟିଦେଲା ଡାକ୍ତର ଜ୍ବାଇଁ, ୬ମାସ ପୂର୍ବରୁ କରିଥିଲା ଯୋଜନା

ଅଗଷ୍ଟ ୭ ତାରିଖ ।  ପୋଲିସକୁ ପ୍ରଥମେ ଏକ ହାତ ମିଳିଲା। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କଲା । ୭ ଦିନ ଭିତରେ ମାମଲାର ସମାଧାନ କଲା ପୋଲିସ । ପ୍ରଥମେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା କରିବା କଷ୍ଟକର ଥିଲା। ୨୦ ଖଣ୍ଡ କରି କାଟିଦେଲା ହତ୍ୟାକାରୀ ଶବକୁ ୨୦ଟି ଖଣ୍ଡ କରି କାଟି ପ୍ରତ୍ୟେକ ଅଂଶକୁ ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲା। ଯେଉଁଠାରେ ଘଟଣା ଘଟିଥିଲା, ସେଠାରେ ନା ସିସିଟିଭି […]

Continue Reading