NCERT ବହିରେ ସ୍ଥାନ ପାଇଲା ଅପରେସନ ସିନ୍ଦୂର: ପିଲା ଜାଣିବେ ଭାରତର ବୀରତ୍ୱ ଗାଥା
NCERT ବହିରେ ସ୍ଥାନ ପାଇଲା ଅପରେସନ ସିନ୍ଦୂର । ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟପୁସ୍ତକରେ ଅପରେସନ ସିନ୍ଦୂରକୁ ସ୍ଥାନ ଦିଆଯାଇଛି । ଏନେଇ ସ୍ପେଶାଲ୍ ମଡ୍ୟୁଲ୍ ଆଣିଛି NCERT। ଅପରେସନ ସିନ୍ଦୂର ବିଷୟରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛି ଏନସିଇଆରଟି । ଯାହା ଦ୍ୱାରା ପିଲାଏ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣି ପାରବେ । […]
Continue Reading
