ଘରେ ସମସ୍ୟା ଲାଗି ରହୁଛି କି: ଲଗାନ୍ତୁ ନିମ୍ବ ଗଛ, କେମିତି ଓ କେଉଁଠି ଲଗାଇବେ ପଢନ୍ତୁ ଏହି ରିପୋର୍ଟ
ପ୍ରତ୍ୟେକ ଗଛର କିଛି ନା କିଛି ଉପକାରିତା ଥାଏ। ନିମ୍ବ ଗଛର ବି ଅନେକ ଫାଇଦା ରହିଥାଏ । ଆମ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ସହ ଅନେକ ସମସ୍ୟା ଦୂର କରିଥାଏ । ଆପଣ ଜାଣିଛନ୍ତି କି ନିମ୍ବଗଛର ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି। ଘରର ଦକ୍ଷିଣ ଦିଗରେ ନିମ୍ବ ଗଛ ଲଗାନ୍ତୁ ଏବଂ ତାର ଯତ୍ନ କରନ୍ତୁ। ଏହି ଦିଗରେ ନିମ୍ବ ଗଛ ଲଗାଇବା ଦ୍ଵାରା ମଙ୍ଗଳଦେବ ଖୁସି ହୁଅନ୍ତି। ଏହି ନିମ୍ବ […]
Continue Reading
