Engineer post released, know how to get a job?

ବାହାରିଲା ଇଞ୍ଜିନିୟର ପୋଷ୍ଟ, ଜାଣନ୍ତୁ କେମିତି କରିବେ ଚାକିରୀ?

ଇଞ୍ଜିନିୟରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) କିମ୍ବା POWERGRID GATE ୨୦୨୩ ମାଧ୍ୟମରେ ୧୩୮ ଇଞ୍ଜିନିୟର ଟ୍ରେନି ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।

Continue Reading
Staff Selection Commission (SSC) has invited online applications for Ladakh Post

ବାହାରିଲା SSCରେ ନିଯୁକ୍ତି, ୨୦୫ ପଦବୀରେ ପାଇବେ ଚାକିରି

କର୍ମଚାରୀ ଚୟନ ଆୟୋଗ (SSC) ଲଦାଖ ପୋଷ୍ଟ୍‌ ପାଇଁ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Continue Reading
Application started to fulfill the dreams of CRPF aspirants, more than 9 thousand recruitments will be available

CRPF ଆଶାୟୀଙ୍କ ସ୍ଵପ୍ନ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ, ୯ ହଜାରରୁ ଉର୍ଦ୍ଧ ପାଇବେ ନିଯୁକ୍ତି

ସିଆରପିଏଫ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ପୂରଣ ହେବ ସ୍ଵପ୍ନ। ପାଖାପାଖି ୧୦ ହଜାର ଆଶାୟୀ ପାଇବେ ନିଯୁକ୍ତି। ସିଆର୍‌ପିଏଫ୍‌ ତଥା Central Reserve Police Force-CRPFରେ ୯ ହଜାରରୁ ଅଧିକ କନଷ୍ଟେବଲ୍ (ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହାର ଶେଷ ତାରିଖ ଏପ୍ରିଲ ୨୫ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।

Continue Reading