ସାବଧାନ! ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ବାନ୍ଧିବ କ୍ରାଇମବ୍ରାଞ୍ଚ
ବ୍ୟୁରୋ : ସାବଧାନ ସରକାରୀ ବାବୁ। ଆପଣ ସାର୍ଟିଫିକେଟ ଅସଲି ତ? ନହେଲେ ବାନ୍ଧିବ କ୍ରାଇମବ୍ରାଞ୍ଚ। ମାରାଥନ ଜେରା ପରେ କାରାଗାରକୁ ଯାଇ ପାରନ୍ତି ଆପଣ। ଏନେଇ ଏକ ସୂତ୍ରରୁ ଖବର ପ୍ରକାଶ ପାଇଛି। ତଥ୍ୟ ମୁତାବକ, ଜାଲ ସାର୍ଟିଫିକେଟକୁ ନେଇ ଏବେ ସବୁ ସରଗରମ୍ ପରିବେଶ। ଆଉ ସଭିଙ୍କ ନଜର ବଲାଙ୍ଗିର ଉପରେ। ଯାହାକୁ ଭିତି କରି ବଲାଙ୍ଗିରରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ତନାଘନା ବି ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦିନରେ ପୋଲିସ ପାଖରୁ […]
Continue Reading