ମନୁଆଲ୍‍‍ ଓ୍ବର୍କ ନୁହେଁ, ମଡର୍ଣ୍ଣାଇଜ‍୍ ହେବାକୁ ପଡ଼ିବ: ଶାନ୍ତନୁ ଆଚାର୍ଯ୍ୟ

ଭୁବନେଶ୍ବର: ଓଡ଼ିଆ ଜାଣିବାକୁ ହେଲେ ଏବଂ ମୁଁ ଓଡ଼ିଆ ବୋଲି ଗର୍ବରେ କହିବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ଜାଣିବାକୁ ହେବ। ଓଡ଼ିଶାରେ ତଥା ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ୧୧ତମ ସଂସ୍କରଣରେ ମୁଖ୍ୟଅତିଥି ତଥା ଉଦ୍‍‍ଘାଟକ ଭାବେ ଯୋଗଦେଇ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମନୁଆଲ୍‍‍ ଓ୍ବର୍କରେ ଖାଲି ଅ-ଆ ଲେଖିଦେଲେ ଚଳିବନି, ଆମକୁ ମଡର୍ଣ୍ଣାଇଜ‍୍ ହେବାକୁ ପଡ଼ିବ। ଏଥିପାଇଁ […]

Continue Reading

ଲିଭଇନରେ ରହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ଲିଭ୍ ଇନ୍ ରେ ରହିଲେ ଦୁଷ୍କର୍ମ କଲେ। ଏପରି ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ତାଙ୍କ ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

Continue Reading

ଆଖି ବୁଜିଲେ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ। ଗତକାଲି ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା […]

Continue Reading