ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ: ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ, ସରକାର ପ୍ରସ୍ତୁତ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଯାଇଛି। ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଗୋପାଳପୁରରେ ପବନ ସହ ଝିପିଝିପି ବର୍ଷା ଦେଖାଦେଇଛି, ଯେଉଁଠାରୁ ବାତ୍ୟା ବର୍ତ୍ତମାନ ୭୯୦ କିଲୋମିଟର ଦୂରରେ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ମଧ୍ୟ ମେଘାଚ୍ଛନ୍ନ ପାଗ ସହ ବର୍ଷା ଜାରି ରହିଛି।  ଆଜି ପାଇଁ ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ […]

Continue Reading

ଢେଙ୍କାନାଳର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଓଡ଼ିଆ ଆଦିବାସୀ ଝିଅ ମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆ ଯିବ ସ୍ୱତନ୍ତ୍ର ଟ୍ରେନିଂ Air Works ସହିତ MoU ସ୍ୱାକ୍ଷରିତ; ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ ଗତ ୧୪ ମାସରେ, ଓଡିଶାର ବିମାନବନ୍ଦର ଗୁଡ଼ିକ 15ଟି ନୂଆ ଗନ୍ତବ୍ୟସ୍ଥଳ ସହିତ ଯୋଡି ହୋଇଛି ଏୟାରପୋର୍ଟ ଗୁଡିକରେ ଫ୍ଲାଇଟ ଟ୍ରେନିଂ, UAV ଟ୍ରେନିଂ , ଓ ଏୟାରସ୍ପୋର୍ଟ୍ସ ପାଇଁ ବ୍ୟବସ୍ଥା କରାଯିବ ଢେଙ୍କାନାଳର ବିରାଶୋଳ […]

Continue Reading