ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଏମଏସଏମଇ ପାର୍କ’
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଜିଲ୍ଲାରେ MSME ପାର୍କ ପ୍ରତିଷ୍ଠା ତ୍ବରାନ୍ବିତ କରାଯାଉଛି। ଓଡି଼ଶାରେ ଉତ୍ପାଦିତ MSME ଉତ୍ପାଦକୁ ସରକାରୀ ସଂସ୍ଥାଗୁଡ଼ିକରେ ବ୍ୟବହାର ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷପତି ଦିଦିମାନେ ହେଉଛନ୍ତି ବିଭାଗର ସବୁଠାରୁ ବଡ଼ ଅଂଶୀଦାର। ରାଜ୍ଯର ୧୭ ଲକ୍ଷ ଲକ୍ଷପତି ଦିଦିମାନଙ୍କ ମଧ୍ଯରେ ଥିବା MSME […]
Continue Reading
