ପାଞ୍ଚ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ ହେବ: ନିମ୍ନ ମାନର କାମ ହେଲେ କାର୍ଯ୍ୟାନୁଷ୍ଠାନ
ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଞ୍ଚ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ ହେବ ପିଏମଜିଏସ୍ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ ସଡକ ଓ ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ରକ୍ଷଣା ବେକ୍ଷଣ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ କଣ୍ଟ୍ରାକ୍ଟର ମାନଙ୍କ ପାଇଁ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ […]
Continue Reading
