ଭିଜିଲାନ୍ସ ଜାଲରେ ଆଉ ଜଣେ ଇଞ୍ଜିନିୟର: ୮ଟି ଠିକଣାରେ ଚାଲିଛି ରେଡ୍
ଭିଜିଲାନ୍ସ ଜାଲରେ ଆଉ ଜଣେ ଇଞ୍ଜିନିୟର। ଇଞ୍ଜିନିୟରଙ୍କ ଘରେ ରେଡ୍ । ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଠିକଣାରେ ଭିଜିଲାନ୍ସ ଚଢାଉ କରିଛି । ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଚାଲିଛି ରେଡ୍। ଭୁବନେଶ୍ବରରୁ ସୁନ୍ଦରଗଡ଼ ଖୋଳତାଡ଼ ଚାଲିଛି। ସୁନ୍ଦରଗଡ଼ରେ ତିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ବର ଘାଟିକିଆ ଅରୋଭିଲାରେ […]
Continue Reading
