କାନ୍ଦୁଛି ପାକିସ୍ତାନ: ଭାରତ ପାଇଁ ପାକିସ୍ତାନର ହୋଇଗଲା ଏତେ ବଡ଼ କ୍ଷତି, ତଥାପି ସୁଧୁରୁନି

ଭାରତ ସହ ପଙ୍ଗା ପାକିସ୍ତାନକୁ ମହଙ୍ଗା ପଡ଼ିଲା। ମୁଣ୍ଡ ବାଡେଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନାହିଁ। ତଥାପି ମୁହଁ ଟାଣ କରି ଶତ୍ରୁତା କରୁଛି ଧୋକବାଜ ପାକିସ୍ତାନ। ଭାରତର ରାସ୍ତା ଅବରୋଧ ପାକିସ୍ତାନକୁ ବଡ଼ ମହଙ୍ଗା ପଡ଼ିଛି । ଏଥିପାଇଁ ୪୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୨୭ କୋଟି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ପାକିସ୍ତାନ ସଂପର୍କ ଆଗ ଭଳି […]

Continue Reading

ପାକିସ୍ତାନର ୫ ଯୁଦ୍ଧ ବିମାନ ଖସାଇଥିଲା ଭାରତ, ଅପରେସନ ସିନ୍ଦୂରରେ ଭାରତ ଦେଇଥିଲା ମୁହଁତୋଡ ଜବାବ

ମାଟି କାମୁଡ଼ିଥିଲା ପାକିସ୍ତାନ। ଅପରେସନ୍ ସିନ୍ଦୁର ବେଳେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଖସାଇ ଦେଇଥିଲା ଭାରତୀୟ ସେନା। ଏହାସହ ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦେଇଥିଲା ଭାରତୀୟ ବାୟୁ ସେନା। ଏହା କହିଛନ୍ତି ଭାରତୀୟ ବାସୁସେନା ମୁଖ୍ୟ ତଥା ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ । ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ […]

Continue Reading