The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading

ଏଠି କେବଳ ମହିଳା ବିକି ପାରିବେ ଜିନିଷ

ନୂଆଦିଲ୍ଲୀ: ବ୍ୟବସାୟକୁ ସର୍ବଦା ପୁରୁଷ ପ୍ରାଧାନ୍ୟ ଜିନିଷ ଭାବରେ ବିବେଚନା କରାଯାଏ । ମାତ୍ର ଭାରତରେ ଏମିତି ଏକ ବଜାର ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଦ୍ୱାରା ପରିଚାଳିତ । ୫୦୦ ବର୍ଷର ପୁରୁଣା ଏମିତି ଏକ ବଜାର ରହିଛି ମଣିପୁରରେ । ମଣିପୁରରେ ଅବସ୍ଥାପିତ ଏହି ବଜାରଟିକୁ ମହିଳାଙ୍କ ଦ୍ୱାରା ପରିଚାଳିତ ଏସିଆର ସର୍ବବୃହତ ବଜାରର ମାନ୍ୟତା ମଧ୍ୟ ମିଳି ସାରିଛି । ମୀରାବାଇ ଚାନୁଙ୍କ ଅଲିମ୍ପିକ ରୌପ୍ୟ ପଦକ ପରେ ସମଗ୍ର ଦେଶର ଧ୍ୟାନ […]

Continue Reading