ବିନା କୋଚିଂରେ ପାଠ ପଢ଼ା ଠପ୍ : ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ
ବିନା କୋଚିଂରେ ପାଠ ପଢ଼ା ଠପ୍ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ । ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ ବା କୋଚିଂ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅଭିଭାବକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଟ୍ୟୁସନ ଓ କୋଚିଂ ପାଇଁ ସହାରାଞ୍ଚଳରେ ଛାତ୍ର ପିଛା ୧୦ ହଜାର ୮୯୯ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୩ ହଜାର ୫୪୭ ଟଙ୍କା ଖର୍ଚ୍ଚ କରୁଛନ୍ତି ଅଭିଭାବକ । ଏଥିପାଇଁ ସ୍କୁଲରେ ଶିକ୍ଷକ […]
Continue Reading
