ଖୁସି ଖବର ଦେଲେ ପରୀ: ସୋସିଆଲ ମିଡ଼ିଆରେ କଲେ ଘୋଷଣା
ଖୁବଶୀଘ୍ର ମାଆ ହେବେ ପରିଣୀତି ! ସୋସିଆଲ ମିଡ଼ିଆରେ ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ । ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଛାର ସୁଅ ଛୁଟୁଛି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। କହିଛନ୍ତି ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ […]
Continue Reading
