ଟ୍ରମ୍ପଙ୍କ ପାଗଳାମି: ଆଗକୁ ଋଷ ସହ ବୈଠକ ସେପଟେ ପୁଟିନଙ୍କୁ ଦେଉଛନ୍ତି ଧମକ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଆଉ ଥରେ ଧମକ ଦେଇଛନ୍ତି। ଟ୍ରମ୍ପ ରୁଷିଆକୁ କହିଛନ୍ତି ଯେ, ଯଦି ସେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାରେ ବାଧା ସୃଷ୍ଟି କରେ, ତେବେ ତାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଏହି ଧମକ ଏଭଳି ସମୟରେ ଦିଆଯାଇଛି ଯେତେବେଳେ ଆସନ୍ତା ଶୁକ୍ରବାର ଦିନ ଉଭୟ ନେତା ଅଲାସ୍କାରେ ଏକ ବିଶେଷ ବୈଠକ କରିବାକୁ ଯାଉଛନ୍ତି। ତେବେ, ଟ୍ରମ୍ପଙ୍କ ଏହି ଧମକ ପରେ କିଛି ସମୟ ମଧ୍ୟରେ ଆମେରିକା ରୁଷିଆ […]

Continue Reading