ସାମସନଙ୍କୁ ନେଇ ଚର୍ଚ୍ଚା: ସିଏସକେ ନା କେକେଆର କେଉଁଠିକୁ ଯିବେ?
ଆଇପିଏଲ ଆଗାମୀ ସିଜିନକୁ ନେଇ ଏବେଠୁ ଚର୍ଚ୍ଚା । ସବୁଠୁ ବଡ଼ ଚର୍ଚ୍ଚା ହେଉଛି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଦଳ ଛାଡ଼ିପାରନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ୍ କିମ୍ବା କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇପାରନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସାମସନ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଖେଳିବା ପାଇଁ ଅଧିକ ଆଗ୍ରହୀ ଅଛନ୍ତି। ଗତ ଆଇପିଏଲ ଶେଷ ହେବା ପରେ ସେ ଆମେରିକା ଯାଇଥିଲେ ଚେନ୍ନାଇ ସୁପରକିଙ୍ଗସ୍ ମ୍ୟାନେଜମେଣ୍ଟ […]
Continue Reading
