ରାଖିରେ ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ, ଲୋକେ କହୁଛନ୍ତି…

ଉତ୍ତରପ୍ରଦେଶରେ ରକ୍ଷାବନ୍ଧନ ଦିନ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ। ଉତ୍ତରପ୍ରଦେଶର ଔରୈୟାରେ ଜଣେ ଭାଇ ତା’ର ସମ୍ପର୍କୀୟ ଭଉଣୀଠାରୁ ପ୍ରଥମେ ରାଖି ବନ୍ଧାଇଲା ଓ ପରେ ତା’ର ହତ୍ୟା କଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଭାଇ-ଭଉଣୀ ସମ୍ପର୍କକୁ ଲଜ୍ଜାଜନକ କରିଥିବା ଏହି ବ୍ୟକ୍ତି ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛି। ଏହି ସମ୍ପର୍କୀୟ ଭାଇ ରକ୍ଷାବନ୍ଧନ ଦିନ ସକାଳେ ୧୪ ବର୍ଷୀୟ ଭଉଣୀଠାରୁ ରାଖି ବନ୍ଧାଇଥିଲା ଓ […]

Continue Reading